Browsing Tag

Jalgaon

ପୁଷ୍ପକ ଏକ୍ସପ୍ରେସରେ ନିଆଁ ଗୁଜବ ଶୁଣି ଡେଇଁଲେ ଯାତ୍ରୀ, ଧକ୍କା ଦେଲା କର୍ଣ୍ଣାଟକ ଏକ୍ସପ୍ରେସ, ୧୧ ମୃତ

ଟ୍ରେନରେ ନିଆଁ ଗୁଜବ ଶୁଣି ଡେଇଁଲେ ଯାତ୍ରୀ । ମହାରାଷ୍ଟ୍ର ଜଲଗାଓଁ ପରାଣ୍ଡା ରେଳଷ୍ଟେସନରେ ଅଘଟଣ । ପୁଷ୍ପକ ଏକ୍ସପ୍ରେସରେ ନିଆଁ ଗୁଜବ । ଗୁଜବ ପରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ । ଅନ୍ୟ ଟ୍ରାକରେ ଆସୁଥିବା ଟ୍ରେନ ସହ ଧକ୍କା ହେବାରୁ ଅନେକ ମୃତାହତ ସୂଚନା । ଘଟଣାସ୍ଥଳରେ ରେଲୱେର…

ମହାରାଷ୍ଟ୍ର: ଓଲଟିଲା ଶ୍ରମିକ ବୋଝେଇ ଟ୍ରକ, ୧୬ ମୃତ

ମହାରାଷ୍ଟ୍ର : ମହାରାଷ୍ଟ୍ରର ଜଳଗାଁଓରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଫଳରେ ୧୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଓ ଦୁଇ ଜଣ ଶିଶୁ ମଧ୍ୟ ରହିଛନ୍ତି। ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି…