ଏକ ଛୋଟ ପୋକ କାରଣରୁ ଅଟକିଗଲା ଜାପାନର ୨୬ ଟ୍ରେନ୍, ବାର ହଜାର ଯାତ୍ରୀ ହେଲେ ହନ୍ତସନ୍ତ
ଜାପାନରେ ଟ୍ରେନର ସମୟକୁ ନେଇ ଯେଉଁଠି ଦୁନିଆରେ ନିଜର ପରିଚୟ ସ୍ରୁଷ୍ଟି କରାଇପାରିଛି, ସେଇଠି ଏହି ଟ୍ରେନ ସେବାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଏତେ ବଡ ସେବାକୁ ପ୍ରଭାବିତ କରିଥିବା ଏକ ଛୋଟ ପୋକ, ଯାହାକୁ ଜାପାନର ଟ୍ରେନର ବିଦ୍ୟୁତ କାଟ୍ ପାଇଁ ଦୋଷୀ କରାଇଛନ୍ତି। ଯେଉଁଥିପାଇଁ…