Below header
Browsing Tag

kalara bhaja

ଲାଜବାବ୍‌ ସ୍ୱାଦ ଦିଏ କଲରା ମସଲା ଭଜା, ଏପରି ପ୍ରସ୍ତୁତ କରନ୍ତୁ ସୁଆଦିଆ ଭଜା

କଲରା ପ୍ରାୟ ସମସ୍ତଙ୍କୁ ପସନ୍ଦ। ଏହା ଖାଇବାକୁ ଭାରି ସୁଆଦିଆ ଲାଗେ। କଲରାକୁ ମସଲା ଦେଇ ଭାଜିଲେ ତାର ସ୍ୱାଦ ବହୁତ ଭଲ ଲାଗେ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ସ୍ୱାଦର କଲରା ମସଲା ଭଜା ରେସିପି ନେଇ ଆସିଛୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ। ମସଲା କଲରା ପାଇଁ…