Below header
Browsing Tag

kalinga hospital

ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରେ ପୁଣି ଚଢାଉ, ଔଷଧର ମାନ ଓ କାଗଜପତ୍ର ଯାଞ୍ଚ କରୁଛି ଟିମ୍‌

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରେ ପୁଣି ଚଢାଉ । PC & PNDT ଆଇନ ଅନୁସାରେ ହସ୍ପିଟାଲରେ ଚଢାଉ ଜାରି ରହିଛି । ଔଷଧର ମାନ ଓ କାଗଜପତ୍ର ଯାଞ୍ଚ କରୁଛି ଟିମ୍‌ । ପୂର୍ବରୁ ଡ୍ରଗ୍ସ କଣ୍ଟ୍ରୋଲର ଦପ୍ତରରେ ମଧ୍ୟ ଚଢାଉ କରାଯାଇଥିଲା ।