Below header
Browsing Tag

kashmir problem

କାଶ୍ମୀର ସମସ୍ୟା ପ୍ରସଙ୍ଗ,ଆଲୋଚନା ପାଇଁ ଆନ୍ଦୋଳନକାରୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆହ୍ଵାନ

କାଶ୍ମୀର ସମସ୍ୟା ସମାଧାନ ହେବ । ପୃଥିବୀର କୌଣସି ଶକ୍ତି ଏହାକୁ ଅଟକାଇ ପାରିବ ନାହିଁ । ଜମ୍ମୁ-କାଶ୍ମୀର କଠଓ୍ଵାରେ ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଇଛା ନକଲେ, ସମାଧାନ କିଭଳି ହେବ ତାହା ଆମକୁ ଜଣା ବୋଲି ରାଜନାଥ କହିଛନ୍ତି।…