ଆପଣଙ୍କ ଚିନ୍ତା ଏବଂ ଷ୍ଟ୍ରେସକୁ ୩ ମିନିଟ୍ରେ ଦୂର କରିବ ଏହି ଚାରା : ରିସର୍ଚ୍ଚ
ଅନେକ ଥର ଅଫିସ କାମ ସୁରୁଖୁରୁରେ ନ ହେଲେ ତା’ର ପ୍ରଭାବ ସିଧାସଳଖ ଭାବେ ଆମେ ଶରୀର ଉପରେ ପଡିଥାଏ। ଏଥିପାଇଁ ଅନେକ କର୍ମଚାରୀମାନେ ଟେନ୍ସନ୍ରେ ରହିଥାନ୍ତି। ବେଳେବେଳେ ବସ୍ଙ୍କ ତାଗିଦ୍ ମଧ୍ୟ ଚିନ୍ତାରେ ପକାଇଥାଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି, ଅଫିସ୍ରେ କାମ କରୁଥିବା ସମୟରେ କମ୍ପ୍ୟୁଟର…