Browsing Tag

kendrapada boat drowning issue

ମହାକାଳପଡ଼ା ନେପାଣିଆଠାରେ ଡଙ୍ଗା ବୁଡ଼ି ଘଟଣା , ନିଖୋଜ ଥିବା ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା(କେନ୍ୟୁଜ୍) : କେନ୍ଦ୍ରାପଡ଼ା ମହାକାଳପଡ଼ା ନେପାଣିଆଠାରେ ଡଙ୍ଗା ବୁଡ଼ି ଘଟଣାରେ ନିଖୋଜଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୫ବର୍ଷର ଝିଅ ଶୁଭଶ୍ରୀ ସ୍ୱାଇଁର ମୃତଦେହ ଆଜି ଉଦ୍ଧାର ହୋଇଛି। ୪୦ ଘଣ୍ଟାର ଅପରେସନ ପରେ ଏଡିଅଆରଏଫ୍ ଟିମ୍‌ ଉଦ୍ଧାର କରିଛି। ଏହାକୁ ମିଶାଇ ଡଙ୍ଗାବୁଡ଼ି…