Below header
Browsing Tag

keonjhar murder

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀର ଆତ୍ମ ସମର୍ପଣ

 କେନ୍ଦୁଝର(କେନ୍ୟୁଜ୍‌) : ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀର ଆତ୍ମ ସମର୍ପଣ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ରଗଡା ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ଶାଶୁଘର ଲୋକ ଝିଅକୁ ଯୌତୁକ ନିର୍ଯ୍ୟାତନା ସହ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ମଦ ନିଶାରେ ଭାଇକୁ ଚିହ୍ନିଲାନି ଭାଇ: କକାପୁଅର ଟାଙ୍ଗିଆ ଚୋଟରେ ବଡବାପା ପୁଅର ମୃତ୍ୟୁ

କେନ୍ଦୁଝର(କେନ୍ୟୁଜ): ମଦ ନିଶାରେ ଭାଇକୁ ଚିହ୍ନିଲାନି ଭାଇ। ସମ୍ପର୍କକୁ ଭୁଲିଯାଇ ଟାଙ୍ଗିଆ ଫସାରେ ଭାଇକୁ ହତ୍ୟା କଲା ଭାଇ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ କୃଷପୁର ଗାଁରେ। ଘଟଣାଟି ଅପରାହ୍ନ ୫ଟା ବେଳକୁ ଘଟିଥିବା ବେଳେ ଅଭିଯୁକ୍ତ କୁନା ନାୟକ ଘଟଣା…

କେନ୍ଦୁଝର: ଦିଅରକୁ ମହଙ୍ଗା ପଡ଼ିଲା ଭାଉଜ ସହ ପ୍ରେମ, ବଡ ଭାଇର ତୀର ମାଡରେ ଗଲା ଜୀବନ

କେନ୍ଦୁଝର: ବଡ ଭାଇର ତୀର ମାଡରେ ସାନ ଭାଇର ମୃତ୍ୟୁ । ଘଟଣା ଘଟିଛି କେନ୍ଦୁଝର ତେଲକୋଇ ଥାନା ଲକ୍ଷ୍ମୀନାରାୟଣପୁର ଢିପା ସାହିରେ। ଭାଉଜକୁ ପ୍ରେମ କରିବା ସାନ ଭାଇକୁ ମହଙ୍ଗା ପଡ଼ିଛି। ଅଭିଯୋଗ ଅନୁସାରେ ସାନଭାଇ ଜିତୁ ମୁଣ୍ଡାର ଦାଦା ପୁଅ ବଡ ଭାଇ ଶଙ୍କର ମୁଣ୍ଡାର ପତ୍ନୀଙ୍କ ସହ ପ୍ରେମ…