Browsing Tag

Kerala landslide

ଜୀବନ ସହ ସଂଗ୍ରାମ କରି ଆଜି ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ସିକୃତି

ଭୁବନେଶ୍ୱର : ମୃତ୍ୟୁକୁ ଅତି ନିକଟରୁ ଦେଖି ଘରକୁ ଫେରିଛନ୍ତି ସିକୃତି । ଏତେ ଦିନ ଧରି ଜୀବନ ସହ ସଂଗ୍ରାମ କରି ଆଜି ସୁସ୍ଥ ହୋଇ ନିଜ ଘରକୁ ଆସିଛନ୍ତି ସେ । ସିକୃତି ନିଜ ପରିବାର ଲୋକଙ୍କୁ ଦେଖିଲେ ଦୀର୍ଘ ୨୯ ଦିନ ପରେ । ଏପଟ ନିଜ ଝିଅକୁ ଏତେ ବଡ ଗୋଟେ ବିପଦରୁ ମୁକ୍ତି ପାଇ ଆସିଥିବାର ଦେଖି…

ଓ୍ଵାୟନାଡ ଭୂସ୍ଖଳନ ପୀଡିତଙ୍କ ପାଇଁ ସହାୟତା କଲେ ସାଉଥ ଇଣ୍ଡଷ୍ଟ୍ରୀର କଳାକାର, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ କଲେ ଦାନ

କେରଳ ଓ୍ଵାୟନାଡରେ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୩୬୧ ଜଣଙ୍କର ମୃତ୍ୟୁ ହୋଇଛି । ଭୂସ୍ଖଳନରେ ୨୫୦ ରୁ ଅଧିକ ନିଖୋଜ ରହିଛନ୍ତି । କେରଳ ସରକାରଙ୍କ ସହିତ ଭାରତୀୟ ସେନା ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କେରଳ ସରକାରଙ୍କ ଏଭଳି ପରିସ୍ଥିତିରେ ସହାୟତା ପାଇଁ ସାଉଥ ଇଣ୍ଡଷ୍ଟ୍ରୀର ଅନେକ ଷ୍ଟାର ଆଗେଇ…

ୱାୟନାଡ ଭୂସ୍ଖଳନ ସ୍ଥଳରେ ଚାଲିଛି ଉଦ୍ଧାର, ଏବେ ଚର୍ଚ୍ଚାରେ ମାୟା ଓ ମର୍ଫିଙ୍କ ଯୋଡ଼ି

ୱାୟନାଡ: ଏବେ ସମସ୍ତଙ୍କର ଆଲୋଚନାର କେନ୍ଦ୍ରବିନ୍ଦୁ ୱାୟନାଡ ଭୂସ୍ଖଳନ । ୱାୟନାଡର ଭୟାନକ ଭୂସ୍ଖଳନରେ ବଢୁଛି ମୃତ୍ୟୁ ସଂଖ୍ୟା । ଧ୍ୱଂସସ୍ତୂପ ତଳୁ ବାହାରିବାରେ ଲାଗିଛି ମୃତଦେହ । ଏଯାଏ ୩୧୬ ମୃତଦେହ ଉଦ୍ଧାର ହେଲାଣି । ୧୫୦୦ରୁ ଅଧିକଙ୍କୁ ମାଟିତଳୁ ଉଦ୍ଧାର କରାଯାଇଛି । ତେବେ ଏହାରି ଭିତରେ…

ସରୁନି ଭୂସ୍ଖଳନର ଭୟାବହତା, ଆଜି ଚୌଦ୍ବାର ଆସିବ ବିଷ୍ଣୁପ୍ରସାଦଙ୍କ ମୃତଦେହ, ମିଳୁନି ଡାକ୍ତର ସ୍ବାଧୀନଙ୍କ ପତ୍ତା

କେରଳର ୱାୟନାଡରେ ମଙ୍ଗଳବାର ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନକୁ ୪ ଦିନ ବିତିଗଲାଣି । ମାଟି କାଦୁଅ ଭିତରେ ରକ୍ତକୁ ଖୋଜୁଛି ରକ୍ତ । କିଏ ପରିବାର ଲୋକଙ୍କୁ ଖୋଜୁଛି, ତ ଆଉ କିଏ ସମ୍ପର୍କୀୟଙ୍କୁ । ଆକାଶ ମାର୍ଗରୁ କଏଦ ହୋଇଥିବା ଚିତ୍ର ହିଁ ବୟାନ କରୁଛି, କିଭଳି କେରଳର ୱାୟନାଡରେ କ୍ଷୟକ୍ଷତି…

ୱାୟନାଡ଼ ଭୂସ୍ଖଳନ: ଏବେବି ନିଖୋଜ ଅଛନ୍ତି ଡାକ୍ତର ସ୍ବାଧୀନ ପଣ୍ଡା

କେରଳର ୱାୟନାଡ ଜିଲ୍ଲାରେ ସୋମବାର ବିଳମ୍ବିତ ରାତିର ଭୂସ୍ଖଳନ ହାହାକାର ସୃଷ୍ଟି କରିଛି। ତାଣ୍ଡବ ସ୍ଥଳରୁ ସେନା, ଏନଡିଆରଏଫ୍‌, ଅଗ୍ନିଶମ ସମେତ ବିଭିନ୍ନ ଏଜେନ୍ସି ଓ ସ୍ବେଚ୍ଛାସେବୀ ସଂଗଠନ ଜୀବନର ସନ୍ଧାନ କରୁଛନ୍ତି। ସେମାନଙ୍କ ଅବିଶ୍ରାନ୍ତ ଉଦ୍ୟମ ଫଳରେ ୨୭୬ ଜଣଙ୍କ ମୃତଦେହ ଉଦ୍ଧାର…

ଓ୍ଵାୟନାଡ ଭୂସ୍ଖଳନ : ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନା ନିୟୋଜିତ, ୬୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

କେରଳ ଓ୍ଵାୟନାଡରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୬୦ରେ ପହଞ୍ଚିଛି । ଏବେ ବି ଅନେକ ଲୋକ ଫସିଛନ୍ତି । ଏହାରି ମଧ୍ୟରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଭାରତୀୟ ସେନାର ପ୍ରମୁଖଙ୍କ ସହିତ କଥାବାର୍ତ୍ତା କରି ଭୂସ୍ଖଳନ ପ୍ରଭାବିତ…

କେରଳ ଇଡୁକି ଜିଲ୍ଲା ରାଜମାଲା ଭୂସ୍ଖଳନ ଘଟଣା, ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି

କେରଳ : କେରଳ ଇଡୁକି ଜିଲ୍ଲା ରାଜମାଲା ଭୂସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୧୨ଜଣଙ୍କୁ ଉଦ୍ଧାର କରାଯାଇଛି। ଇଡୁକି ଜିଲ୍ଲାରେ ରାତି ତମାମ ବର୍ଷା ଲାଗି ରହିବା ପରେ ଅତଡ଼ା ଧସି ୧୭ ଜଣଙ୍କ ଜୀବନ ଯାଇଛି । ଏବେବି କିଛି ଲୋକ ମାଟି ଗଦା ତଳେ ଚାପି ହୋଇରହିଥିବା…