Below header
Browsing Tag

khelo india 2020

ଖେଲୋ ଇଣ୍ଡିଆର ପ୍ରଥମ ସଂସ୍କରଣରେ ଚାମ୍ପିଅନ ହେଲା ପଞ୍ଜାବ ବିଶ୍ୱବିଦ୍ୟାଳୟ, ଜାଣନ୍ତୁ କିଏ ଜିତିଛନ୍ତି କେତୋଟି ପଦକ

ଭୁବନେଶ୍ବର: ଉଦ୍‌ଯାପିତ ହୋଇ ଯାଇଛି ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା । ପ୍ରଥମ ସଂସ୍କରଣରେ ଚାମ୍ପିଅନ ହୋଇଛି ପଞ୍ଜାବ ବିଶ୍ୱବିଦ୍ୟାଳୟ। ୧୭ଟି ସ୍ୱର୍ଣ୍ଣ, ୧୯ଟି ରୌପ୍ୟ ଓ ୧୦ଟି ବ୍ରୋଞ୍ଜ ସହ ମୋଟ ୪୬ଟି ପଦକ ଜିତିଛି ପଞ୍ଜାବ ବିଶ୍ୱବିଦ୍ୟାଳୟ। ଦ୍ୱିତୀୟରେ ରହିଛି ମହାରାଷ୍ଟ୍ର…

ମହିଳା ରଗ୍‌ବୀରେ କିଟ୍‌କୁ ସଫଳତା, ଦୁଇଟି ସ୍ୱର୍ଣ୍ଣ ସହ କିଟ୍‌କୁ ମୋଟ୍‌ ୫ଟି ପଦକ

ମହିଳା ରଗ୍‌ବୀରେ କିଟ୍‌କୁ ଆଉ ଏକ ସଫଳତା। ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ-୨୦୨୦ରେ ଦଳକୁ ମିଳିଛି ସ୍ୱର୍ଣ୍ଣ ପଦକ। କିଟ୍‌ ମହିଳା ରଗବୀ ଟିମ୍‌ ପାଟନାର ପାଟଳିପୁତ୍ର ୟୁନିଭର୍ସିଟିକୁ ୩୧-୭ରେ ହରାଇ ସ୍ୱର୍ଣ୍ଣ ପଦକ ପାଇଛି। ସେହିପରି କିଟ୍‌ ପୁରୁଷ ରଗବୀ ଟିମ୍‌ ବ୍ରୋଞ୍ଜ ପଦକ ଲାଭ କରିଛି।…