Browsing Tag

KISS STUDENT ODISHA WOMENS TEAM CAPTAIN

କିସ୍ ଛାତ୍ରୀ ଇନ୍ଦ୍ରାଣୀ ଓଡ଼ିଶା କ୍ରିକେଟ୍ ଟିମ୍ କ୍ୟାପଟେନ୍

ଭୁବନେଶ୍ବର (କେନ୍ଯୁଜ୍) : ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ସଫଳତା ଅର୍ଜନ କରିଛନ୍ତି କିଟ୍ ଓ କିସ୍ ଛାତ୍ର ଛାତ୍ରୀ । ଏଥିରେ ଯୋଡ଼ି ହୋଇଛି କିସ୍ ଛାତ୍ରୀଙ୍କର ଆଉ ଏକ ବଡ଼ ସଫଳତା । କିସ୍ ବିଶ୍ବବିଦ୍ୟାଳୟର ଛାତ୍ରୀ ହୋଇଛନ୍ତି ଓଡ଼ିଶା କ୍ରିକେଟ୍ ଟିମ୍ ଅଧିନାୟିକା । ୧୯ ବର୍ଷରୁ କମ୍ ଓଡିଶା…