Browsing Tag

kochi airport

ମୁଣ୍ଡରେ ନକଲି କେଶ ଲଗାଇ ସୁନା ଚୋରି କରୁଥିଲେ ଏହି ଯୁବକ, ହେଲେ କାମରେ ଆସିଲାନି ଏହି ଉପାୟ

କୋଚି: ଚୋରି କରିବାର ଅଦ୍ଭୁତ କୌଶଳ ଆପଣାଇଛନ୍ତି କେରଳର ଏହି ଯୁବକ। ଏହି ଜଣେ ଯୁବକ ମୁଣ୍ଡରେ ନକଲି କେଶରେ ସୁନା ଲୁଚାଇ ନେଉଥିବା ସମୟରେ କଷ୍ଟମ୍‌ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। କୋଚି ବିମାନ ବନ୍ଦରରେ ଓହ୍ଲାଇଥିବା ନୌଶାଦ୍ ନାମକ ଏହି ଯୁବକ ମଲପ୍ପୁରମ୍‌ ବାସିନ୍ଦା। ସେ ସାଉଦରୁ…