ଟୋକିଓ ଅଲିମ୍ପିକ୍ ପୂର୍ବରୁ ପିଭି ସିନ୍ଧୁଙ୍କୁ ଲାଗିଲା ଝଟକା, ଅସୁସ୍ଥ ସ୍ୱାମୀଙ୍କ ଦେଖାଶୁଣା କରିବା ପାଇଁ ହାତ…
୨୦୨୦ରେ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ ପୂର୍ବରୁ ବ୍ୟାଡ୍ମିଣ୍ଟନ ତାରକା ପିଭି ସିନ୍ଧୁଙ୍କୁ ଲାଗିଛି ବଡ଼ ଝଟକା। ଭାରତୀୟ ମହିଳା ସିଙ୍ଗଲ ବ୍ୟାଡ୍ମିଣ୍ଟନ କୋଚ ଦକ୍ଷିଣ କୋରିଆର କିମ୍ ଜୀ ହ୍ୟୁନ୍ ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି। ସେ ନିଜ ଅସୁସ୍ଥ ସ୍ୱାମୀଙ୍କ ଦେଖାଶୁଣା କରିବା ପାଇଁ…