Below header
Browsing Tag

labourer

୬୦ ବର୍ଷ ବୟସରେ ଦିନ ମଜୁରିଆ ସାଜିଲେ ମଡେଲ ; ବଦଳିଗଲା ଭାଗ୍ୟ

ମଣିଷର ଭାଗ୍ୟ କେତେବେଳେ ନିଜର ସାଥ୍‌ ଦେବ ଏହା କାହାକୁ ଜଣାନଥାଏ। ଏହିଭଳି ଏକ ୬୦ ବର୍ଷୀୟ ଦିନ ମଜୁରିଆ ରାତାରାତି ଏକ ମଡେଲ ହୋଇ ଇଣ୍ଟରନେଟରେ ଫେମସ୍‌ ହୋଇଛନ୍ତିିି। ଭାଗ୍ୟ ସାଧାରଣ ଲୋକକୁ ଏକ ଷ୍ଟାର ବନେଇ ପାରିବ ଏଥିରେ କୌଣସି ତ୍ରୁଟି ନାହିଁ। ମଣିଷର ଭାଗ୍ୟ ତା’ନିଜର ପରିଚୟକୁ…

ଖରାରେ ଖଟିବୁ, ପଇସା କାଟିବ କାହିଁକି ? ମନରେଗା ଯୋଜନାରେ କାମ କରିଥିବା ଶ୍ରମିକଙ୍କ ଏଇ ପ୍ରଶ୍ନ

ଟିଟିଲାଗଡ଼ (କେ ନ୍ୟୁଜ୍‌) : ଜ୍ୟେଷ୍ଠ ମାସର ପ୍ରଚଣ୍ଡ ଖରାରେ ସମସ୍ତେ ଆଉଟୁ ପାଉଟୁ । ଏଇ ଅସହ୍ୟ ତାତିରେ ପେଟ ପାଇଁ ଖଟୁଛନ୍ତି ଅନେକ ଶ୍ରମିକ । ଏମାନଙ୍କୁ ଏମ.ଜି.ଏନ.ଆର.ଇ.ଜି.ଏସ. ମାଧ୍ୟମରେ କାମ ଯୋଗାଇ ଦେଇଛନ୍ତି ସରକାର। ଯେମିତି ସେମାନେ ଦୁଇ ପଇସା ରୋଜଗାର କରିପାରିବେ । ଟିଟିଲାଗଡ ବ୍ଲକ…