Below header
Browsing Tag

lier

ଅପରାଧୀଙ୍କ ମିଛକୁ ଧରିବ ଏହି ଡିଭାଇସ୍, ଖୁବ ଶୀଘ୍ର ବ୍ରିଟେନ ସହ ଭାରତରେ ହେବ ପରୀକ୍ଷଣ

ଅନେକ ସମୟରେ ଅପରାଧୀମାନଙ୍କ ଦୋଷ ପ୍ରମାଣିତ କରିବା ପାଇଁ ପୋଲିସକୁ ଅନେକ କସରତ କରିବାକୁ ପଡିଥାଏ କିନ୍ତୁ ଅପରାଧିମାନଙ୍କ ମିଛକୁ ଧରିପାରେ ନାହିଁ। ହେଲେ ଏସବୁ ଆଉ କଷ୍ଟସାଧ୍ୟ ହେବନାହଁ। କାରଣ ଅପରାଧୀମାନଙ୍କ ମିଛ ଧରିବାକୁ ଏବେ ବୈଜ୍ଞାନିକ ମାନେ ପ୍ରସ୍ତୁତ କରିଛନ୍ତି ‘ଫେସ ଲାଇ ଡିଟେକ୍ଟର’…

ମିଛ କହିପାରନ୍ତି ନାହିଁ ଏହି ରାଶିର ବ୍ୟକ୍ତି, ଦେଖନ୍ତୁ ଆପଣ ଅଛନ୍ତି କି ସାମିଲ

ଜ୍ୟୋତିଷ ଶାସ୍ତ୍ର କେବଳ ଲୋକଙ୍କ ବିତିଥିବା ଜୀବନ, ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ କହିନଥାଏ ବରଂ ଲୋକଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧୀୟ ଅନେକ ରହସ୍ୟ ମଧ୍ୟ ଖୋଲିଥାଏ। ଜ୍ୟୋତିଷ ଶାସ୍ତ୍ର ତଥା ରାଶିରେ ଏପରି ଅନେକ ଜିନିଷ ରହିଛି ଯାହା ବ୍ୟକ୍ତିଙ୍କର ଚରିତ୍ର ଏବଂ ବ୍ୟବହାର ଉପରୁ ସମସ୍ତ…