Browsing Tag

life in mumbai slum

ଲକ୍‌ଡାଉନ୍‌ : ଚଳଚଞ୍ଚଳ ମାୟା ନଗରୀ ମୁମ୍ବାଇରେ ଥିବା ଏହି ମଜ୍‌ଦୁରଙ୍କ ବସ୍ତି ଏବେ ନିଷ୍ପ୍ରଭ, କେତେ ଭୟାନକ ଏଠି….

ମୁମ୍ବାଇ : ଅମୀରଙ୍କ ଠାରୁ ଆରମ୍ଭ ହୋଇଥିବା ଏହି କରୋନା ମହାମାରୀ ଏବେ ଗରୀବଙ୍କ ପାଇଁ ପାଲଟିଛି ସଙ୍କଟ । କାମଖୋଜ୍‌ରେ ଗାଁରୁ ସହର ଆସିଥିବା ଏହି ଶ୍ରମିକଙ୍କ ପେଟ ଏବେ ଭୋକିଲା । ଚୁଲିରେ ଲାଗୁନି ନିଆଁ । ଲକ୍‌ଡାଉନ୍‌ ଏବେ ଭାଙ୍ଗି ଦେଇଛି ସେମାନଙ୍କର ଝାଟିମାଟିର ଘର । ଦାନା ମୁଠାଏ ପାଇଁ…