Browsing Tag

lockdown condition

ରାତି ୭ଟା ପରେ କେହି ଘରୁ ପଦାକୁ ବାହାରି ପାରିବେ ନାହିଁ

ଭୁବନେଶ୍ୱର (କେ ନ୍ୟୁଜ୍‌) : କେନ୍ଦ୍ର ସରକାର ଜାରି କରିଛନ୍ତି କଡ଼ା ନିୟମ । ଯାହା ସବୁ ଜୋନ୍‌ ପାଇଁ ଲାଗୁ ହେବ । ରେଡ୍‌ ହେଉ କି ଗ୍ରୀନ୍‌ କିମ୍ବା ଅରେଞ୍ଜ ସବୁ ଜୋନ୍‌ରେ ଯାହା କିଛି ଖୋଲା ରହିବ କେବଳ ସକାଳ ୭ରୁ ରାତି ୭ଟା ପର୍ଯ୍ୟନ୍ତ । ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜନଜୀବନ ଠପ୍‌…