Below header
Browsing Tag

locust

ଜୁନ- ଜୁଲାଇରେ ପଙ୍ଗପାଳ ଓଡ଼ିଶା ଆସି ବ୍ୟାପକ କ୍ଷତି କରିପାରନ୍ତି, ସତର୍କ କଲା ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ

କେନ୍ୟୁଜ୍ (ବ୍ୟୁରୋ): ଜୁନ-ଜୁଲାଇରେ ଓଡ଼ିଶାକୁ ରହିଛି ପଙ୍ଗପାଳ ଭୟ। ଏନେଇ ସତର୍କ କରିଛି ଜାତିସଂଘ। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ସ୍ଥିତି ଅନୁଧ୍ୟାନ ପରେ ଏଭଳି ସତର୍କବାଣୀ କରାଯାଇଛି। ଗତ ମେ' ୪ ତାରିଖରେ ରାଜସ୍ଥାନରେ ଜୟସଲମେର ଓ ଯୋଧପୁରରେ ପଙ୍ଗପାଳଙ୍କର ଏକ ଛୋଟ ଦଳ ପ୍ରବେଶ…

ପାକିସ୍ତାନ ପଙ୍ଗପାଳର ଭାରତ ଉପରେ ଆକ୍ରମଣ, ନଷ୍ଟ କରୁଛନ୍ତି କୋଟି କୋଟି ଟଙ୍କାର ଫସଲ

ପାକିସ୍ତାନରୁ ଆସିଥିବା ଏକ ବିଶେଷ ଧରଣର କୀଟ ରାଜସ୍ଥାନ,ପଞ୍ଜାବ ଓ ଗୁଜୁରାଟ ପରି ରାଜ୍ୟର ସୀମା ବର୍ତ୍ତୀ ଅଞ୍ଚଳ ଗୁଡିକର ଜମିର ଫସଲକୁ ନଷ୍ଟ କରି ଦେଉଛନ୍ତି । ଏହି କୀଟ ଏହି ରାଜ୍ୟ ମାନଙ୍କର କୋଟି କୋଟି ଟଙ୍କାର ଫସଲ ନଷ୍ଟ କରି ଦେଉଛି । କୃଷି ମନ୍ତ୍ରାଳୟର କୀଟ ନିୟନ୍ତ୍ରଣ ବିଭାଗ ସମସ୍ତ…