Below header
Browsing Tag

Maa Samaleswari Temple

ଆସନ୍ତାକାଲିଠୁ ମାଁ ସମଲେଶ୍ୱରୀ ମନ୍ଦିରରେ ପାନ, ଗୁଟଖା ବ୍ୟାନ

ସମ୍ବଲପୁର (କେନ୍ୟୁଜ): ଆସନ୍ତାକାଲି ଠାରୁ ମାଁ ସମଲେଶ୍ୱରୀ ମନ୍ଦିରରେ ପାନ, ଗୁଟଖା ଓ ମାଦକ ଦ୍ରବ୍ୟ ବ୍ୟାନ । ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏସବୁ ଜିନିଷ ବ୍ୟାନ କରାଯାଇଛି । ଭକ୍ତ ମାନଙ୍କୁ ଏପରି ଜିନିଷ ନଆଣିବା ପାଇଁ ଟ୍ରଷ୍ଟ ବୋର୍ଡ ଅନୁରୋଧ କରିଛି । ସିକ୍ୟୁରିଟି ସଂସ୍ଥା ଦ୍ୱାରା…