Below header
Browsing Tag

maheswar mahanty

ବନ୍ଦ ପାଳନ ବେଳେ ମହେଶ୍ୱର ମହାନ୍ତିଙ୍କ ଘର ଉପରେ ଆକ୍ରମଣ ଘଟଣା : ୫ ପୋଲିସ ନିଲମ୍ବିତ

ପୁରୀ : ବୁଧବାର ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘର ଉପରକୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । କର୍ତ୍ତବ୍ୟରେ ଅବହେଳା ନେଇ ଜଣେ ହାବିଲଦାରଙ୍କ ସମେତ ୫ ଜଣ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି । ଏ ନେଇ ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ…