Browsing Tag

Malayalam Film

ଏହି ସପ୍ତାହରେ ହାଉସଫୁଲ୍ ହେବ ଥିଏଟର, ରିଲିଜ ହେବାକୁ ଯାଉଛି କମେଡି ଏବଂ ଆକ୍ସନରେ ପରିପୂର୍ଣ୍ଣ ସାଉଥ୍ ସିନେମା

ଏହି ସପ୍ତାହରେ 'ପ୍ରିନ୍ସ ଆଣ୍ଡ୍ ଫ୍ୟାମିଲି', '916 କୁଞ୍ଜୁଥାନ୍' ଏବଂ 'ସରକିଥେ' ଭଳି ଅନେକ ମାଲାୟଲମ ଫିଲ୍ମ ବଡ଼ ପରଦାକୁ ଆସିବାକୁ ଯାଉଛି । ଥିଏଟର ରେ ମୁକ୍ତିଲାଭ କରୁଥିବା ଏହି ଫିଲ୍ମଗୁଡିକ ଖୁବ ଜବରଦସ୍ତ । ଏପରି ପରିସ୍ଥିତିରେ, ଏହି ସିନେମାଗୁଡ଼ିକ ମଧ୍ୟରୁ କେଉଁଟି ଫ୍ଲପ୍ ହେବ ଏବଂ…

ଆର୍ଥିକ ଅଭାବରେ ଝଟପଟ ହୋଇ ଜୀବନ ହାରିଲେ ଅଭିନେତ୍ରୀ ରେଞ୍ଜୁଶା, ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କରିଥିଲେ ପୋଷ୍ଟ

ଲୋକପ୍ରିୟ ମଲାୟାଲମ ଅଭିନେତ୍ରୀ ରେଞ୍ଜୁଶା ମେନନଙ୍କ ଗତକାଲି ନିଜ ଜୀବନ ହାରିଛନ୍ତି । ତିରୁଅନନ୍ତପୁରମରେ ଭଡା ଘରେ ତାଙ୍କ ମୃତଦେହ ମିଳିଥିଲା । ମୃତ୍ୟୁ ବେଳକୁ ଅଭିନେତ୍ରୀଙ୍କୁ ୩୫ ବର୍ଷ ହୋଇଥିଲା । ତେବେ ଅଭିନେତ୍ରୀ ଜଣକ ଆର୍ଥିକ ଅଭାବ ଯୋଗୁଁ ସୁଇସାଇଡ କରିଥିବା ସୂଚନା ମିଳିଛି ।ପୋଲିସ…

ଲୋକପ୍ରିୟ ମଲାୟାଲମ ଅଭିନେତ୍ରୀ ରେଞ୍ଜୁଶା ମେନନଙ୍କ ମୃତ୍ୟୁ, ଭଡା ଘରେ ଝୁଲୁଥିଲା ମୃତଦେହ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଝଟକା । ଲୋକପ୍ରିୟ ମଲାୟାଲମ ଅଭିନେତ୍ରୀ ରେଞ୍ଜୁଶା ମେନନଙ୍କ ପରଲୋକ ହୋଇଛି । ତିରୁଅନନ୍ତପୁରମରେ ଭଡା ଘରେ ତାଙ୍କ ମୃତଦେହ ମିଳିଛି । ଅଭିନେତ୍ରୀଙ୍କ ମୃତଦେହ ଫାଶୀରେ ଝୁଲୁଥିବା ଦେଖିବାକୁ ମିଳିଛି । ପୋଲିସ ଏହି ମାମଲାରେ ଯାଞ୍ଚ ଆରମ୍ଭ କରିଛି । ତେବେ…

ଓସ୍କାରରେ ପ୍ରବେଶ କଲା ମାଲାୟାଲମ୍‌ ଫିଲ୍ମ ‘୨୦୧୮ ଏଭ୍ରିଓ୍ଵାନ ଇଜ୍‌ ଏ ହିରୋ’

ଓସ୍କାର ଆଓ୍ଵାର୍ଡ ୨୦୨୪ରେ ବାଜି ମାରିଛି ମାଲାୟାଲମ୍ ଫିଲ୍ମ । ଭାରତ ପକ୍ଷରୁ ମାଲାୟାଲମ୍ ଫିଲ୍ମ ‘୨୦୧୮’ ଓସ୍କାର ଆଓ୍ଵାର୍ଡ ୨୦୨୪ ପାଇଁ ମନୋନୀତ ହୋଇଛି । ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ ଏହା ଘୋଷଣା କରିଛି । ଫିଲ୍ମ ‘୨୦୧୮ ଏଭ୍ରିଓ୍ଵାନ ଇଜ୍‌ ଏ ହିରୋ’ ୨୦୧୮ରେ କେରଳରେ ଆସିଥିବା…

ଫିଲ୍ମ ‘ବଡିଗାର୍ଡ’ର ନିର୍ଦ୍ଦେଶକ ସିଦ୍ଦିକି ଇସମାଇଲଙ୍କ ପରଲୋକ, ହାର୍ଟଆଟାକ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା

ପୁଣି ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ନିର୍ଦ୍ଦେଶକ ସିଦ୍ଦିକି ଇସମାଇଲଙ୍କର ହୃଦଘାତରେ ପରଲୋକ ହୋଇଛି । ୬୩ ବର୍ଷ ବୟସରେ ସିଦ୍ଦିକି ନିମୋନିଆ ଏବଂ ଲିଭର ରୋଗରେ ପୀଡିତ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ କୋଚିର ଅମୃତା…

ହିନ୍ଦୀ ଭାଷାରେ ରିଲିଜ ହେବ ମାଲାୟଲମ ଫିଲ୍ମ ‘୨୦୧୮’, ବକ୍ସ ଅଫିରେ ୪୦ କୋଟି ବିଜନେସ

କେନ୍ୟୁଜ୍‌(ବ୍ୟୁରୋ): ହିନ୍ଦୀ ଭାଷାରେ ରିଲିଜ ହେବ ମାଲାୟଲମ ଫିଲ୍ମ ‘୨୦୧୮’ । ଗତ ମେ ୫ ତାରିଖରେ ଏହି ଫିଲ୍ମ କେରଳର ବିଭିନ୍ନ ସିନେମା ହଲରେ ରିଲିଜ ହୋଇଛି । ଫିଲ୍ମଟି ସମ୍ପୂର୍ଣ୍ଣ ସତ ଘଟଣା ଉପରେ ଆଧାରିତ । ଫିଲ୍ମର କାହାଣୀଠୁ ଆରମ୍ଭ କରି ନିର୍ଦ୍ଦେଶନା ବେଶ ଅଧିକ ପ୍ରଶଂସା ସାଉଁଟୁଛି ।…