Below header
Browsing Tag

man killed an accident

ସଉଦା ଆଣିବାକୁ ହାଟକୁ ଯିବା ସମୟରେ ଅଘଟଣ, ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯିବାରୁ ବାଇକ ଚାଳକଙ୍କ ମୃତ୍ୟୁ

ବାଲିଗୁଡା: ସଉଦା ଆଣିବାକୁ ହାଟକୁ ଯିବା ସମୟରେ ଅଘଟଣ l ଭାରସାମ୍ୟ ହରାଇ  ଗଛରେ ପିଟି ହୋଇ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି l କୋଟଗଡ଼ ଥାନା ମାଦାଙ୍ଗି ନିକଟରେ ଏକ ଗଛକୁ ପିଟି ଦେବା ପରେ ଘଟଣାସ୍ଥଳରେ ହିଁ ବାଇକ ଚାଳକଙ୍କର ମୃତ୍ୟୁ ଘଟିଛି l ମୃତକ କୋଟଗଡ଼ ଥାନା ମାଙ୍କଡ଼ାଖାଡ଼ି ଗ୍ରାମର…