ବିବାହ ସମାରୋହରେ ଛେପ ପକାଇ ରୁଟି ସେକୁଥିବା ବ୍ୟକ୍ତିକୁ ଧୁମ୍ ପିଟିଲେ ଓ ପୋଲିସରେ ଦେଲେ
ମେରଠ : ଉତ୍ତର ପ୍ରଦେଶ ମେରଠ ଜିଲ୍ଲାରେ ଏକ ବିବାହ ଉତ୍ସବରେ ଖାଦ୍ୟ ତିଆରି କରୁଥିବା ଜଣେ ଯୁବକ ଛେପ ପକାଇ ରୁଟି ସେକୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ସିସିଟିଭି ରେ ଏହାର ଭିଡିଓ ଦେଖିବା ପରେ ଉକ୍ତ ବ୍ୟକ୍ତିକୁ ଲୋକୋ ଧୂମ ଛେଚିବା ସହ ପୋଲିସରେ ଦେଇଥିବା ଜଣାଯାଇଛି । ଅଭିଯୁକ୍ତକୁ ପୋଲିସ…