Browsing Tag

manada

ମଣଦା ବନାଞ୍ଚଳ ଅନୁକୂଲ୍ୟରେ ପାଳନ ହୋଇଛି “ସବୁଜ ନବ ବର୍ଷ ୨୦୨୦”

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବଡଶିଆଳି ଗ୍ରାମରେ ବନ ବିଭାଗ ଦ୍ୱାରା ଗୁରୁବାର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରର ନାଁ ରଖାଯାଇଥିଲା 'ସବୁଜ ନବ ବର୍ଷ ୨୦୨୦" । ଉତ୍ସବଟିକୁ ମଣଦା ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ବନ ବିହାରୀ ସର୍ଦ୍ଦାର ଆୟୋଜନ କରିଥିବା ବେଳେ ମୁଖ୍ୟ ଅତିଥି…