Below header
Browsing Tag

mantu anisha baby

ମଣ୍ଟୁ ଓ ଅନିଶାଙ୍କ ଘରକୁ ଆସିଲା ନୂଆ ଅତିଥି, କନ୍ୟା ସନ୍ତାନକୁ ଜନ୍ମ ଦେଲେ ଅନିଶା

କଟକ (କେନ୍ୟୁଜ୍‌) : ମଣ୍ଟୁ ଓ ଅନିଶା । ଓଡ଼ିଆ ଟେଲିଭିଜନ୍‌ ସିରିଏଲ୍‌ ଜଗତର ଦୁଇଟି ଚର୍ଚ୍ଚିତ ନାଁ । ଜଣେ ହିରୋ ତ ଜଣେ ହିରୋଇନ୍‌ । ଉଭୟ ସିରିଏଲ୍‌ ସହ ଫିଲ୍ମରେ ବି ଅଭିନୟ କରିଛନ୍ତି । ପୁଣି ପରସ୍ପର ବିପକ୍ଷରେ ସେମାନଙ୍କ ଯୋଡ଼ିକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି । ତେବେ ପରଦାର ଏହି ଯୋଡ଼ି…