Browsing Tag

maoists surrendered

ଭୁଶୁଡୁଛି ମାଓ ଗଡ: ଛତିଶଗଡର ଦାନ୍ତେଓ୍ଵାଡା କିରଣ୍ଡୁଲ ଥାନାରେ ଆତ୍ମସମର୍ପଣ କଲେ ୧୪ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୪ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେଓ୍ଵାଡା କିରଣ୍ଡୁଲ ଥାନାରେ ଏମାନେ ଆତ୍ମସମର୍ପଣ କରିଛନ୍ତି । ସମର୍ପଣ କରିଥିବା ମାଓବାଦୀ ମଲାଙ୍ଗିରି ମଲାଙ୍ଗିରି ଏରିଆ ମାଓ ସଙ୍ଗଠନର ସଦସ୍ୟ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ…