Browsing Tag

marriage function cancel

ମାର୍ଚ୍ଚ ୩୧ ଯାଏଁ ସବୁ ବିବାହ ଉତ୍ସବ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ

କରୋନା ଭାରତରେ ନିଜର କାୟା ମେଲାଇ ଚାଲିଛି। ଏପର୍ଯ୍ୟନ୍ତ ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୬୦ରେ ପହଞ୍ଚିଗଲାଣି। ଏଥିପାଇଁ ଭାରତ ସରକାରଙ୍କ ଚିନ୍ତା ବଢିଗଲାଣି।କେରଳରେ ୧୪ ଜଣ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରେ ୩ ଜଣ ଓ ମହରାଷ୍ଟ୍ରରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ…