Browsing Tag

memo train

ଲାଇନଚ୍ୟୁତ ମେମୁ ଟ୍ରେନକୁ ଟ୍ରାକକୁ ହଟାଇ ରେଳ ଧାରଣା ହେଲା ମରାମତି, ସ୍ବାଭାବିକ ହେଲା ରେଳ ଚଳାଚଳ

କେନ୍ୟୁଜ୍(ବ୍ୟୁରୋ):  ସ୍ବାଭାବିକ ହେଲା ସମ୍ବଲପୁର- ଝାରସୁଗୁଡ଼ା ମଧ୍ୟରେ ରେଳ ଚଳାଚଳ। ଲାଇନଚ୍ୟୁତ ମେମୁ ଟ୍ରେନକୁ ଟ୍ରାକକୁ ହଟାଇ ରେଳ ଧାରଣା ମରାମତି କରିବା ପରେ ଗଡ଼ିଲା ଟ୍ରେନ। ଆଜି ସଂଧ୍ୟା ପ୍ରାୟ ୭ଟା ବେଳେ ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ମେମୁ ଟ୍ରେନ ସରଲା ନିକଟରେ ଲାଇନଚ୍ୟୁତ…