ଏଇ ରାଜଧାନୀରେ : ବୁଦା ମୂଳେ ଜନ୍ମ ନେଲା ଅବୋଧ ଶିଶୁ, ପାଗଳି ମା ଏବେ ମାନସିକ ଚିକିତ୍ସାଳୟରେ
ଭୁବନେଶ୍ୱର (କେ ନ୍ୟୁଜ୍) : ବୁଦା ମୂଳରେ ଚେତା ହରାଇ ପଡ଼ି ରହିଥିଲା ସ୍ତ୍ରୀଲୋକଟିଏ । ମହିଳାଙ୍କ ପାଖରେ ଭୂଇଁରେ ଶୋଇଥିଲା ନବଜାତ ଶିଶୁପୁତ୍ର । ଜଣେ ସ୍ଥାନୀୟ ଯୁବକ ପିଲାଟିର କାନ୍ଦ ଶୁଣି ସମସ୍ତଙ୍କୁ ଖବର ଦେବା ପରେ ଘଟଣା ଦେଖିବାକୁ ଗାଁ ଲୋକେ ସମସ୍ତେ ଏକାଠି ହୋଇଗଲେ । ଗାଁର ଜଣେ ମହିଳା…