ଆଜି ଭାରତରେ ଲଞ୍ଚ୍ ହେବ Micromax In 2b, ଜାଣନ୍ତୁ କଣ ରହିଛି ଏହାର ଫିଚର୍ସ
Micromax In 2b କୁ ଆଜି ଭାରତରେ ଲଞ୍ଚ୍ ହେବ। ଏହି ଫୋନର ଲଞ୍ଚିଂ ଅନଲାଇନ୍ ଇଭେଣ୍ଟ ଜରିଆରେ କରାଯିବ। ନୂଆ ସ୍ମାର୍ଟଫୋନ୍ ସହିତ କମ୍ପାନୀ ଇଭେଣ୍ଟ ସମୟରେ ୨ ନୂଆ ଅଡିଓ ପ୍ରଡକ୍ଟ୍ସ ମଧ୍ୟ ଲଞ୍ଚ୍ କରିବାକୁ ପ୍ରସ୍ତୁତ ହେଉଛି। ଫୋନର ଲଞ୍ଚିଂ ପୂର୍ବରୁ କମ୍ପାନୀ ଏହାର କିଛି ସ୍ପେଶିଫିକେସନକୁ…