Browsing Tag

ministry of transport

ଓଲା-ଉବେର ପାଇଁ ସରକାର ଜାରି କଲେ ନୂଆ ଗାଇଡଲାଇନ, ଜାଣନ୍ତୁ ଆପଣଙ୍କୁ କ’ଣ ମିଳିବ ଫାଇଦା

କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ଶୁକ୍ରବାର କ୍ଯାବ ଏଗ୍ରିଗେଟର୍ସ(ଓଲା ଏବଂ ଉବେର) ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହା ଅଧୀନରେ କେନ୍ଦ୍ରୀୟ ମୋଟର ବାହନ ନିୟମ, ୧୯୮୯ରେ ସଂଶୋଧନର ପ୍ରସ୍ତାବ ରଖାଯାଇଛି। ଯେଉଁଥିରେ ବାହନ ମାଲିକ ପଂଜୀକରଣ ପ୍ରମାଣ ପତ୍ର(RC) କୌଣସି…