ସାଲେପୁର ଭାତପଡା ଛକ ନିକଟରେ ଧରାପଡିଲେ ନାବାଳକ ସ୍କୁଟି ଚାଳକ, ବିଭିନ୍ନ ନିୟମ ଉଲଙ୍ଘନ କରିଥିବାରୁ ଲାଗିଲା ୨୬ ହଜାର…
ସାଲେପୁର : ଯୋରଦାର ଚାଲିଛି ଟ୍ରାଫିକ୍ ଚେକିଙ୍ଗ୍। ନିମୟକୁ କରାଯାଇଛି କଡାକଡି । ଯିଏ ମାନିବ ସିଏ ବର୍ତ୍ତିବ, ଆଉ ଯିଏ ଅମାନିଆ ସେ ଦଣ୍ଡିତ ହେବ। ତେବେ ଏନେଇ ବିଭିନ୍ନ ସ୍ଥାନରେ ଚାଲୁ ରହିଛି ଧରପକଡ ।
ଏହାରି ଭିତରେ ସାଲେପୁର ଭାତପଡା ଛକ ନିକଟରେ କଟକ ପରିବହନ ବିଭାଗ ଓ ସାଲେପୁର ପୋଲିସ…