ଏହି ଷ୍ଟାଇଲରେ ବନାନ୍ତୁ କଞ୍ଚା ଲଙ୍କା ପକୁଡ଼ି, ମିଳିବ ପୂରା ବଜାର ଭଳି ଟେଷ୍ଟ
ରାଗ ଓ ଚଟ୍ପଟା ଖାଇବାକୁ ଭଲ ପାଉଥିବା ଲୋକମାନେ ବେଶ୍ ଖୁସିରେ ଲଙ୍କା ପକୁଡ଼ି ଖାଇଥାନ୍ତି। କିନ୍ତୁ ପ୍ରାୟତଃ ଲୋକମାନେ ଘରେ ଲଙ୍କାର ପକୁଡ଼ି ତିଆରି କରିବା ବେଳେ କେତେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କାରଣ ଠିକ୍ ଶୈଳୀରେ ତିଆରି କରିବା ଜାଣିନଥିବାରୁ ପକୁଡ଼ି ବଜାର ଭଳି ବନି ନଥାଏ। ତେବେ…