Browsing Tag

mla kalpataru das

କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନର ଅଭିନବ ପ୍ରୟାସ, ବିଧାୟକଙ୍କ ସହ ଶ୍ରୀକ୍ଷେତ୍ର ଯାତ୍ରା କଲେ ୪୨ଜଣ ବରିଷ୍ଠ ନାଗରିକ

ଯାଜପୁର (କେନ୍ୟୁଜ) : କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନର ଅଭିନବ ପ୍ରୟାସ। ବରିଷ୍ଠ ନାଗରିକମାନଙ୍କୁ ଶ୍ରୀକ୍ଷେତ୍ର ଭ୍ରମଣ କରାଇବାର ସଂକଳ୍ପ। ଆଜି ପ୍ରଥମ ପର୍ଯ୍ୟାୟରେ ୪୨ଜଣ ବୃଦ୍ଧ ତଥା ବରିଷ୍ଠ ନାଗରିକଙ୍କୁ ଏକାଠି କରି ଏକ ସ୍ୱତନ୍ତ୍ର ବସ ଯୋଗେ ପୁରୀ ପଠାଇବାର ବନ୍ଦୋବସ୍ତ କରିଛି ଏହି…