Below header
Browsing Tag

mla missing

ଭୁବନେଶ୍ବର ଘରୁ ପୂର୍ବତନ ବିଧାୟକ ନିଖୋଜ, ୨ ଦିନ ହେଲା ମିଳୁନି ପତ୍ତା

ଭୁବନେଶ୍ବର(କେନ୍ୟୁଜ୍):  ଭୁବନେଶ୍ବର ଘରୁ ପୂର୍ବତନ ବିଧାୟକ ନିଖୋଜ।  ଆସିକାର ପୂର୍ବତନ ବିଧାୟକ ସରୋଜ ପାଢୀ ୨ ଦିନ ହେଲା ନିଜ ବାସଭବରୁ ନିଖୋଜ ହୋଇ ଯାଇଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ପାଢ଼ୀ ନିଖୋଜ ନେଇ ତାଙ୍କ ପୁଅ ଭୁବନେଶ୍ବର କ୍ୟାପିଟାଲ ଥାନାରେ  ଏତଲା ଦେଇଥିବା ଜଣାଯାଇଛି। ଏତଲାରେ…