ଭୁବନେଶ୍ବର ଘରୁ ପୂର୍ବତନ ବିଧାୟକ ନିଖୋଜ, ୨ ଦିନ ହେଲା ମିଳୁନି ପତ୍ତା

ଭୁବନେଶ୍ବର(କେନ୍ୟୁଜ୍):  ଭୁବନେଶ୍ବର ଘରୁ ପୂର୍ବତନ ବିଧାୟକ ନିଖୋଜ।  ଆସିକାର ପୂର୍ବତନ ବିଧାୟକ ସରୋଜ ପାଢୀ ୨ ଦିନ ହେଲା ନିଜ ବାସଭବରୁ ନିଖୋଜ ହୋଇ ଯାଇଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ପାଢ଼ୀ ନିଖୋଜ ନେଇ ତାଙ୍କ ପୁଅ ଭୁବନେଶ୍ବର କ୍ୟାପିଟାଲ ଥାନାରେ  ଏତଲା ଦେଇଥିବା ଜଣାଯାଇଛି।

ଏତଲାରେ ତାଙ୍କ ପୁଅ ଦର୍ଶାଇଛନ୍ତି ଯେ, ଶ୍ରୀ ପାଢ଼ି ମେ’ ୧୨ ତାରିଖ ସକାଳୁ ଭୁବନେଶ୍ବର ସ୍ଥିତି ୬ ନମ୍ବର ଅଞ୍ଚଳରେ ଥିବା ତାଙ୍କ ଘରୁ ବାହାରକୁ ଯାଇଥିଲେ। କିନ୍ତୁ ସେ ସେବେଠାରୁ ଆଉ ଘରକୁ ଫେରିନାହାନ୍ତି। ଶ୍ରୀ ପାଢ଼ୀଙ୍କ ମୋବାଇଲ୍‌ ଫୋନ୍‌ ମଧ୍ୟ ବନ୍ଦ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.