Browsing Tag

most funny video on gutha

ଗୁଟ୍‌ଖା ବିକିବାକୁ ଟ୍ରେନରେ ଯୁବକ ଲଗାଇଲେ ଏମିତି ଆଓ୍ଵାଜ, ଶୁଣିଲେ ଆପଣ ହସି ହସି ଗଡ଼ିଯିବେ, ଦେଖନ୍ତୁ ମଜାଦାର ଭିଡ଼ିଓ

ନୂଆଦିଲ୍ଲୀ : ଇଣ୍ଟରନେଟ ଦୁନିଆରେ କୌଣସି କଥା କେଉଁଠି ଲୁଚି ରହୁନାହିଁ । ସବୁ ସହଜରେ ଚାଲି ଆସୁଛି ଲୋକଲୋଚନକୁ । ପ୍ରତିଦିନ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ ହେଉଛି । ତେବେ ଏମିତି କିଛି ଭିଡ଼ିଓ ରହିଛି ଯାହାକୁ ଦେଖିଲେ ଆପଣ ନ ହସି ରହିପାରିବେନି । ପାନ,ବିଡ଼ି ଓ ଗୁଟଖା ଆଦି ଶରୀର…