Below header
Browsing Tag

mp politics

ମଧ୍ୟପ୍ରଦେଶ କ୍ଷମତା ଲଢ଼େଇରେ କଣ ହେବ କଂଗ୍ରେସର ଭାଗ୍ୟ? ତାକୁ ନେଇ ଏବେ ସସପେନ୍ସ

କେନ୍ୟୁଜ୍(ବ୍ୟୁରୋ): ମଧ୍ୟପ୍ରଦେଶ କ୍ଷମତା ଲଢ଼େଇରେ କଣ ହେବ କଂଗ୍ରେସର ଭାଗ୍ୟ । ସରକାର ରହିବ ନା ଭାଙ୍ଗିବ । ତାକୁ ନେଇ ଏବେ ସସପେନ୍ସ । ୨୨ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇଥିବା ଆଗକୁ କମଲନାଥ ସରକାରଙ୍କ ସ୍ଥିତି କଣ ହେବ । ବିଦ୍ରୋହୀ ବିଧାୟକଙ୍କୁ ମନାଇବାକୁ ଉଦ୍ୟମ ଜାରି ରଖିଛନ୍ତି…

ହାତ ଛାଡିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇଲେ…

ନୂଆଦିଲ୍ଲୀ: ହାତ ସହ ସମ୍ପର୍କ କାଟିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫାପତ୍ର କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇ ଦେଇଛନ୍ତି । ଲେଖିଛନ୍ତି, କଂଗ୍ରେସ ସହ ୧୮ ବର୍ଷର…