Below header
Browsing Tag

murder in keunjhar

କେନ୍ଦୁଝର: କଙ୍କଡାଯୋଡି ଘାଟି ମୁଣ୍ଡା ସାହିରେ ବର୍ବରକାଣ୍ଡ, ଡାହାଣୀ ସନ୍ଦେହରେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା

କେନ୍ଦୁଝର: ପୁଣି ଅନ୍ଧ ବିଶ୍ବାସର କରୁଣ ପରିଣତି। ଡାହାଣୀ ସନ୍ଦେହରେ ବ୍ୟକ୍ତିଙ୍କୁ ପିଟିପିଟି କରାଗଲା ହତ୍ୟା । ମୃତକ ହେଲେ କେନ୍ଦୁଝର ଝୁମ୍ପୁରା ଥାନା କଙ୍କଡାଯୋଡି ଘାଟି ମୁଣ୍ଡା ସାହିର ଶୁକଲାଲ ମୁଣ୍ଡା । ହତ୍ୟା ପରେ ଶୁକଙ୍କ ସ୍ତ୍ରୀ ଝୁମ୍ପୁରା ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।…

କେନ୍ଦୁଝର ରୁଗୁଡିସାହିରେ ବର୍ବରକାଣ୍ଡ: ଘରୋଇ ଗଣ୍ଡଗୋଳରୁ ସ୍ତ୍ରୀକୁ ଟଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ବାଂଶପାଳ : ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। ଘରୋଇ ଗଣ୍ଡଗୋଳରୁ ସ୍ତ୍ରୀକୁ ଟଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ରୁଗୁଡିସାହିରେ । ଗତକାଲି ରାତିରେ ଘରେ ସପରିବାର ଖାଇ ଶୋଇଥିବା ବେଳେ ସ୍ୱାମୀ ଯଦୁ ମହାକୁଡ ଓ ପତ୍ନୀ ବନିତା…

୧୦ବର୍ଷର ନାବାଳକକୁ ଗଛରେ ବାନ୍ଧି ପିଟି ପିଟି ହତ୍ୟା କଲେ ଦୁର୍ବୁତ

କେନ୍ଦୁଝର(କେନ୍ୟୁଜ୍) : ଅମାନବୀୟ ଘଟଣା । ନାବାଳକକୁ ପିଟି ପିଟି ହତ୍ୟା। କେନ୍ଦୁଝର ଯୋଡା ଲହଣ୍ଡାରେ ନାବାଳକଙ୍କୁ ଗଛରେ ବାନ୍ଧି ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ଲହଣ୍ଡା ଗାଁର ସୁନିଆ ମୁଣ୍ଡାଙ୍କ ୧୦ବର୍ଷର ପୁଅ ଚନ୍ଦନ ମୁଣ୍ଡା। ଗତକାଲି ଚନ୍ଦନ ତାର ସାଙ୍ଗ ସହ…