Below header
Browsing Tag

murder in mohana

ମୋହନା: ପୁଣି ଗୁଣି ଗାରେଡିକୁ ନେଇ ହତ୍ୟା! ଘଟଣାର ୪୮ ଦିନ ପରେ ପୋଲିସ୍ ନିକଟରେ ଅଭିଯୋଗ

ମୋହନା: ବାରମ୍ବାର ସଚେତନ ପରେ ବି ମାନୁମାନାନ୍ତି ଲୋକେ। ଅନ୍ଧବିଶ୍ବାସକୁ ବିଶ୍ବାସ କରି କରିବସୁଛନ୍ତି ଅପରାଧ । ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଗୁଣି ଗାରେଡି ଯୋଗୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ଘଟିବାର ୪୮ ଦିନ ପରେ ପୋଲିସ ପାଖରେ ଅଭିଯୋଗ ।…