Below header
Browsing Tag

Mushfiqur Rahim

କ୍ଯାଚ ଧରିବାକୁ ନେଇ ସାଥୀ ଖେଳାଳିଙ୍କ ଉପରେ ରାଗିଗଲେ ମୁଶଫିକର ରହିମ୍, ଚାପୁଡ଼ା ମାରିବାକୁ ଉଠାଇଲେ ହାତ, ଭିଡିଓ ଭାଇରଲ

ବାଂଲାଦେଶ ଖେଳାଳି ମୁଶଫିକର ରହିମ୍ ଘରୋଇ ଟି୨୦ ଟୁର୍ଣ୍ଣାମେଣ୍ଟ ସମୟରେ ଷ୍ଟାଡିୟମରେ ନିଜ ସାଥି ଖେଳାଳିଙ୍କୁ ମାଡ଼ ମାରିବାକୁ ପ୍ରୟାସ କରିଛନ୍ତି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ, ବଙ୍ଗବନ୍ଧୁ ଟି-୨୦…