Below header
Browsing Tag

Muslim student

ମୁସଲମାନ ଛାତ୍ର ହେଲେ ସଂସ୍କୃତ ବୋର୍ଡର ଟପ୍ପର

ଲକ୍ଷ୍ନୌ : ଜଣେ ମୁସଲମାନ ଛାତ୍ର ହୋଇଛନ୍ତି ସଂସ୍କୃତ ବୋର୍ଡରେ ଟପ୍ପର । ଉତ୍ତର ପ୍ରଦେଶ ସଂସ୍କୃତ ବୋର୍ଡ ପରୀକ୍ଷାରେ ଚନ୍ଦୌଲିର ଏହି ଛାତ୍ର ଇରଫାନ୍‌ ମଧ୍ୟମା ବା ଇଣ୍ଟରମେଡିଏଟ୍‌ ପରୀକ୍ଷାରେ ଟପ୍ପର ହୋଇ ଇତିହାସ ରଚିଛନ୍ତି । ସେ ସଂସ୍କୃତ ବୋର୍ଡ ପରୀକ୍ଷାରେ ୮୨.୭୨ % ମାର୍କ ରଖି ଟପ୍ପର…

ଏଥର ରଥଯାତ୍ରା ହେଉ, ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି ମୁସଲମାନ ଛାତ୍ର

ନୟାଗଡ(କେନ୍ଯୁଜ୍): କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଥ ଯାତ୍ରା ହେବ କି ନାହିଁ ତାହା ବର୍ତ୍ତମାନ ଏକ ପ୍ରଶ୍ନବାଚୀ । ଏନେଇ କଥା ପହଞ୍ଚିଛି ସୁପ୍ରିମକୋର୍ଟରେ । ଅନ୍ଯପଟେ ରଥଯାତ୍ରା ହେଉ ବୋଲି ପିଟିସନ ଦାଖଲ କରିଛନ୍ତି ଜଣେ ମୁସଲମାନ ଛ।ତ୍ର । ମୁସଲମାନ ଛ।ତ୍ର ଜଣକ ହେଉଛନ୍ତି ନୟାଗଡ…