ସୁପ୍ରିମ୍କୋର୍ଟଙ୍କ ବଡ଼ ନିଷ୍ପତ୍ତି…; ଛାଡ଼ପତ୍ର ପାଇଥିବା ମୁସଲମାନ ମହିଳା ମଧ୍ୟ ସ୍ୱାମୀଙ୍କୁ ମାଗିପାରିବେ ଭରଣପୋଷଣ…
ମୁସଲମାନ ମହିଳାଙ୍କୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସିଆର୍ପିସି (CrPC)ର ଧାରା ୧୨୫ ଅନୁଯାୟୀ, ଜଣେ ମୁସଲମାନ ମହିଳା ତାଙ୍କ ସ୍ୱାମୀଙ୍କଠାରୁ ଭରଣପୋଷଣ ଭତ୍ତା ମାଗିପାରିବେ । ପତ୍ନୀଙ୍କୁ ଭରଣପୋଷଣ…