Below header
Browsing Tag

MX Player

ବିଜୟ ମାଲ୍ୟାଙ୍କ ଉପରେ ତିଆରି ହେବାକୁ ଯାଉଛି ୱେବ୍‌ ସିରିଜ୍‌, MX Player ରେ ହେବ ରିଲିଜ୍‌

ମାଲ୍ୟାଙ୍କୁ ନେଇ ତିଆରି ହେବାକୁ ଯାଉଛି ୱେବ୍‌ ସିରିଜ୍‌। ଭାରତର ବିଜୟ ମାଲ୍ୟାଙ୍କୁ କିଏ ବା ନ ଜାଣେ। ଭାରତରୁ ଟଙ୍କା ଆତ୍ମସାତ୍‌ କରି ମାଲ୍ୟା ଏବେ ବିଦେଶରେ। ଏଣୁ ତାଙ୍କୁ ଲୋକେ ପଳାତକ ବୋଲି ମଧ୍ୟ କହିଥାନ୍ତି। କିନ୍ତୁ ପଳାତକ ବୋଲି କୁହାଯାଉଥିବା ମାଲ୍ୟା ଦିନେ ଭାରତର ଅନ୍ୟତମ ଧନୀ ଭାବେ…