Below header
Browsing Tag

nationalnews

ଦିଲ୍ଲୀରେ ଗତ ୬ ବର୍ଷର ରେକର୍ଡ ଭାଙ୍ଗିଲା ଡେଙ୍ଗୁ, ଏପର୍ଯ୍ୟନ୍ତ ମିଳିସାରିଛି ୫୦ ରୁ ଅଧିକ ମାମଲା

ସାଉଥ୍ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମୋଟ ୫୨ ଟି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ସପ୍ତାହରେ ପୁଣି ୪ ଟି ଡେଙ୍ଗୁ ମାମଲା ଆସିଥିବା ଜଣାପଡିଛି। ରାଜଧାନୀ ଦିଲ୍ଲୀରେ ଡେଙ୍ଗୁ ଗତ ୬ ବର୍ଷର ରେକର୍ଡ…

ଭାରତୀୟ ବଜାରକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ଚୀନ୍: ବିଜେପି ସାଂସଦ

ଗତ ସୋମବାର ଦିନ ଜଣେ ବିଜେପି ସଦସ୍ୟ ଲୋକସଭାରେ ଦାବି କରିଛନ୍ତି ଯେ ଚୀନ୍ ଆମର ବଜାରକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ଏବଂ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଏହାର ସୁରକ୍ଷା ପାଇଁ ଚେଷ୍ଟା କରୁଛି, ଯେଉଁଥିପାଇଁ ବଜେଟର ଏକ ବଡ ଅଂଶ ଖର୍ଚ୍ଚ ହେଉଛି। ଏହି ବୟାନକୁ ନେଇ ଶୂନକାଳ ସମୟରେ…

ଅନ୍ତର୍ଜାତୀୟ ମହିଳା ଦିବସରେ ଭେଟନ୍ତୁ ଲକ୍ଷ ଲକ୍ଷ ଗ୍ରାହକଙ୍କୁ ସାହାଯ୍ୟ କରୁଥିବା ମହିଳାଙ୍କ ସହିତ

ଆଜି ହେଉଛି ମାର୍ଚ୍ଚ ୮ ତାରିଖ ଅର୍ଥାତ୍ ଅନ୍ତର୍ଜାତୀୟ ମହିଳା ଦିବସ। ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଏ ଆଜିର ଦିନରେ। ଏହି ଦିନଟିକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସମାଜରେ ମହିଳାମାନଙ୍କୁ ସମ୍ମାନ ଦେବା, ମହିଳାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ…

ମା’ର ଶବ କାନ୍ଧରେ ବୋହିଲେ ଝିଅ, ପୁରୀ ବଡ଼ଦାଣ୍ଡର ଏ ଦୃଶ୍ୟ ଥିଲା ବେଶ୍ ହୃଦୟବିଦାରକ

‘‘ଛଅଖଣ୍ଡ କାଠରେ ହେବ ସବାରୀ, ସେଇ ସବାରୀରେ ମୁଁ ଯିବି ସେପାରି’’ । ଏ ଭାଗ୍ୟ ବୋଧହୁଏ ମୃତ୍ୟୁ ପରେ ସମସ୍ତଙ୍କ ପାଇଁ ଆସେ । ଆଉ ଆସିଛି ଏଇ ଜଟି ମାଉସୀଙ୍କ ପାଇଁ । ହେଲେ ବେଶ୍ ଭିନ୍ନ ଭାବେ । କିଛି ମହିଳାଙ୍କ କାନ୍ଧରେ ଯାଉଛନ୍ତି ବୃଦ୍ଧା ଜଣକ । ସେମାନେ ଆଉ କେହି ନୁହନ୍ତି ତାଙ୍କରି ଝିଅ ।…