ସକାଳୁ ସକାଳୁ ରିୟା ଚକ୍ରବର୍ତ୍ତୀଙ୍କ ଘରେ ପହଞ୍ଚିଲା ଏନ୍ସିବି, ଚାଲିଛି ଯୋରଦାର ସର୍ଚ୍ଚ ଅପରେସନ୍
ମୁମ୍ବାଇ: ଗତ ଦୁଇ ମାସରୁ ଉର୍ଦ୍ଧ୍ୱ ହେବ ଚର୍ଚ୍ଚାରେ ରହିଛି ସୁଶାନ୍ତଙ୍କ ମୃତ୍ୟୁ ମାମଲା। ଦିନକୁ ଦିନ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ସଂପୃକ୍ତି ଥିବା ଖବର ଆସିବା ପରେ ଏନସିବି ଟିମ୍ ଜୋରସୋରରେ ଛାନଭିନ…