NCL ରେ ଖାଲିପଡ଼ିଛି ୧୨୯୫ ପଦବୀ, ଆବେଦନ କରିବାର ଶେଷ ତାରିଖ ଆଜି
ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କର ଏକ ବଡ଼ ସମସ୍ୟା ହେଉଛି ବେକାରୀ ସମସ୍ୟା। ଉଚ୍ଚ ଶିକ୍ଷା ଲାଭ କରିଥିଲେ ମଧ୍ୟ ଯୁବପିଢ଼ିଙ୍କୁ ଏବେ ମନ ଲାଖି ଚାକିରି ମିଳୁନାହିଁ। ଏଭଳି ସ୍ଥିତିରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ନର୍ଥନ୍ କୋଲଫିଲ୍ଡସ୍ ଲିମିଟେଡ୍ (NCL) ରେ ଖାଲି ପଡ଼ିଛି…