ଜୀବନରେ ସମସ୍ଯା କମ୍ କରିବାକୁ ଚାହୁଁଥିଲେ ଶନିବାର କରନ୍ତୁ ନାହିଁ ଏହିସବୁ କାମ, ଜାଣନ୍ତୁ କ’ଣ
ଧର୍ମ, ପୁରାଣ, ଜ୍ଯୋତିଷ, ବାସ୍ତୁ ଆଦି କାମରେ ସବୁ କାମକୁ କରିବାର ସଠିକ୍ ଉପାୟ ଏବଂ ସମୟ କୁହାଯାଇଛି। ଏହା ସହିତ ଏହି କାମ ପଛରେ ଥିବା କାରଣ ମଧ୍ୟ କୁହାଯାଇଛି। ଯଦି କୌଣସି ବ୍ଯକ୍ତି ଏହାକୁ ପାଳନ ନ କରନ୍ତି, ତେବେ ସେମାନେ କ୍ଷତିରେ ପଡନ୍ତି। ଶନିବାର ଦିନ ଦେବତା ଶନି ଦେବ ବହୁତ କ୍ରୁର।…