Browsing Tag

new sop in puri srimandir

ରୋଷଘର ଚୁଲି ଭଙ୍ଗା ଘଟଣା ପରେ ସଜାଗ ଶ୍ରମନ୍ଦିର ପ୍ରଶାସନ: ଲାଗିବ ୧୩୫ ସିସିଟିଭି, କଡାକଡି ପାଳନ ହେବ ନୂଆ SOP

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଭିତରେ ଲାଗିବ ୧୩୫ ସିସିଟିଭି। ରୋଷଘର ଚୁଲି ଭଙ୍ଗା ଘଟଣା ପରେ ସଜାଗ ଶ୍ରମନ୍ଦିର ପ୍ରଶାସନ। ନୂଆ SOPକୁ କଡାକଡି କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି, ଜିଲ୍ଲା ପ୍ରସାସନ ଓ ପୋଲିସ ପ୍ରଶାସନର ଏକ ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରତିଦିନ ଜେଟିପି ଓଡ଼ିଶା…

ଆଜିଠୁ ଶ୍ରୀମନ୍ଦିରରେ ନୂଆ ଏସଓପି ଆଧାରରେ ଦର୍ଶନ ଆରମ୍ଭ, ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ…

ପୁରୀ (କେନ୍ୟୁଜ): ଆଜିଠୁ ଶ୍ରୀମନ୍ଦିରରେ ନୂଆ ଏସଓପି ଆଧାରରେ ଦର୍ଶନ ଆରମ୍ଭ । ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ ଭକ୍ତ । ଶନିବାର ମଧ୍ୟ ଦର୍ଶନ ମିଳିବ । ଏଣିକି ଶ୍ରୀମନ୍ଦିର ପରିସରରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମହାପ୍ରସାଦ ସେବନ କରି ପାରିବେ ଭକ୍ତ ।…