ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଘୋଷଣା କଲା ଇଣ୍ଡିଆ, ଆଇପିଏଲରେ କମାଲ୍ କରିଥିବା ଖେଳାଳିଙ୍କୁ ମିଳିଲା ସ୍ଥାନ
ଟି-୨୦ ବିଶ୍ୱକପ୍ର ଠିକ୍ ପରେ ନ୍ୟୁଜିଲାଣ୍ଡ ବିରୋଧରେ ହେବାକୁ ଥିବା ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି। ୧୭ ନଭେମ୍ୱରରେ ହେବାକୁ ଥିବା ଏହି ସିରିଜରେ ରୋହିତ ଶର୍ମା ଭାରତୀୟ ଟିମ୍ର ଅଧିନାୟକତ୍ୱ କରିବେ । ବିରାଟ କୋହଲିଙ୍କର ଅଧିନାୟକତ୍ୱ ଛାଡ଼ିବା ପରେ ଏବେ ରୋହିତ ହିଁ ଟି-୨୦…